Latest Odisha News
Browsing Tag

Men are at higher risk of severe Covid-19 infection and death

କରୋନା ସଂକ୍ରମଣ ଏବଂ ମୃତ୍ୟୁର ବିପଦ ପୁରୁଷଙ୍କଠାରେ ଅଧିକ କାହିଁକି?

ନୂଆଦିଲ୍ଲୀ: ପୂର୍ବ ତଥ୍ୟ ଅନୁଯାୟୀ ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ କରୋନା ସଂକ୍ରମିତ ହେବାର ଅଧିକ ବିପଦ ରହିଛି। ପୁରୁଷମାନେ ଅଧିକ ଆକ୍ରାନ୍ତ ହେବା ସହିତ ବହୁ ସଂଖ୍ୟାରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ପୂର୍ବ ଅନୁସନ୍ଧାନକୁ ସମର୍ଥନ କରି, ମିସୌରୀର ସେଣ୍ଟ୍ ଲୁଇସ୍ ସ୍ଥିତ ୱାଶିଂଟନ୍…