ଭିନ୍ନକ୍ଷମଙ୍କ ଲାଗି ଆସୁଛି ନୂଆ ମୋବାଇଲ୍ ଆପ୍ସ…
ଭୁବନେଶ୍ୱର: ରାଜ୍ୟରେ ଥିବା ମାନସିକ ବିକାରଗ୍ରସ୍ତ ପିଲାମାନଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁ ସ୍ଥିତ ନିମହାନ୍ସ ଦ୍ୱାରା ସଞ୍ଚାଳିତ ଡିଜିଟାଲ୍ ଏକାଡେମୀର ସହାୟତାରେ ଏକ ମୋବାଇଲ୍ ଆପ୍ସ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଓଡିଶା ସାରକାର ।
ଏନେଇ ସମ୍ପୃକ୍ତ ବିଭାଗୀର ମନ୍ତ୍ରୀ ଅଶୋକ…