୫ ମାସ ପରେ ଆଜିଠୁ ଗଡ଼ିଲା ମେଟ୍ରୋ ଟ୍ରେନ୍
ନୂଆଦିଲ୍ଲୀ: ଆଜିଠୁ ଦେଶର କିଛି ସ୍ଥାନରେ ଆରମ୍ଭ ହୋଇଟି ମେଟ୍ରୋ ରେଲଓ୍ୱେ ସେବା । କରୋନା ଯୋଗୁ ପାଞ୍ଚ ମାସ ହେବ ସେବା ବନ୍ଦ ରହିଥିଲା । ଅନଲକ୍ ୪ ଗାଇଡଲାଇନରେ ସର୍ତ୍ତ ସହ ମେଟ୍ରୋ ଟ୍ରେନ୍ ଚଳାଚଳକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର ।
କେନ୍ଦ୍ରର ଗାଇଡଲାଇନ ଅନୁସାରେ ଦିଲ୍ଲୀ, ଚେନ୍ନାଇ,…