ମନରେଗା ଯୋଜନାରେ ଦୁର୍ନୀତି, ଅଧିକାରୀ ଓ ସରପଞ୍ଚଙ୍କଠାରୁ କେବେ ଆଦାୟ ହେବ ଟଙ୍କା ?
ଯାଜପୁର : ବିଂଝାରପୁର ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି । ଅଧିକାରୀ ଓ ସରପଞ୍ଚ ଲୁଟ୍ କରିଥିବା ଅଭିଯୋଗ । ବିଂଝାରପୁର ବ୍ଳକର ୨୦୧୯-୨୦ ଆର୍ଥିକ ବର୍ଷରେ ହୋଇଥିବା ମନରେଗା ଯୋଜନାର ତଦନ୍ତ ରିପୋର୍ଟ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ବାରମ୍ବାର ନୋଟିସ ଦିଆଯାଉଥିବା ବେଳେ ଟଙ୍କା ଦେବାର…