ସୁପର ଓଭରର ଶେଷ ବଲରେ ବିରାଟଙ୍କ ଚଉକା ବଳରେ ମୁମ୍ବାଇକୁ ହରାଇଲା ବେଙ୍ଗାଳୁରୁ
ଦୁବାଇ : ଆଜି ଆଇପିଏଲ-୨୦୨୦ର ଏକ ଉତ୍କଣ୍ଠା ଭରା ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ସୁପରଓଭରରେ ହରାଇ ବାଜି ମାରିନେଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ।
ସୁପର ଓଭର ବୋଲିଂ କରିବାକୁ ଆସିଥିବା ବେଙ୍ଗାଳୁରୁର ନବଦୀପ ସାଇନି ମୁମ୍ବାଇ ଇଣ୍ଡିଆନ୍ସ ବିସ୍ଫୋରକ…