ଲକ୍ଡାଉନ୍ ଭୟରେ ପୁଣି ଘର ମୁହାଁ ହେଲେଣି ପ୍ରବାସୀ
ମହାରାଷ୍ଟ୍ର: ମହାରାଷ୍ଟ୍ରରେ କୋଭିଡ୍-୧୯ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଏବଂ ରାଜ୍ୟରେ ଲକ୍ଡାଉନ୍ର ସମ୍ଭାବନା ଥିବାରୁ ପ୍ରବାସୀମାନେ ପୁଣି ଥରେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି।
ସୂଚନା ମୁତାବକ ଗତ ୪ରୁ୫ ଦିନ ଧରି ଅନେକ ପ୍ରବାସୀ ମହାରାଷ୍ଟ୍ର ଛାଡି ନିଜ ଭିଟାମାଟିକୁ ଫେରୁଥିବା…