କବିତା: ହେ ପ୍ରଭୁ…
ମିହିର ତ୍ରିପାଠୀ
ଦେବା ଦେବୀ ପୂଜା
ମନ୍ଦିର କୁ ଯାଇ
ଦିଁଅ ଦରଶନେ ମନଥାଏ
ଚନ୍ଦନ ଭସ୍ମକୁ
କପାଳରେ ଲେପି
ପବିତ୍ର ଏ ଆତ୍ମା ପାଇଯାଏ...
ପରମାତ୍ମାଙ୍କର
ସମ୍ମୁଖେ ଆତ୍ମାର
ମିଳନ ହେବାର ଇଛାଥାଏ
ଭୋଗ ପ୍ରସାଦରୁ
ଅଳପ ଚାଖିଣ
ସ୍ବର୍ଗ ସୁଖ ପାଇ ଗଲି କହେ...
ଆତ୍ମ…