ଆମେରିକୀୟ ମିଲିଟାରୀ ଏକାଡେମୀର ମୁଖ୍ୟ ବିନ୍ଫୋଡ୍ ପାଇ ଦେଲେ ଇସ୍ତଫା
ନୂଆଦିଲ୍ଲୀ: ଆଫ୍ରିକୀୟ ଆମେରିକୀୟ ଜର୍ଜ ଫ୍ଲଏଡ୍ଙ୍କ ମୃତ୍ୟୁ ପରେ ଏକ ଆମେରିକୀୟ ସାମରିକ ଏକାଡେମୀରେ ବାରମ୍ବାର ଜାତିଭେଦ ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ଆମେରିକାର ମିଲିଟାରୀ ଏକାଡେମୀରେ ବ୍ୟବସ୍ଥିତ ଜାତିଭେଦ ଅଭିଯୋଗର ଯାଞ୍ଚ ପାଇଁ ଭର୍ଜିନିଆର ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।…