Latest Odisha News
Browsing Tag

Minakshi Dwibedi

କବିତା : ଅଭିବ୍ୟକ୍ତି

ମିନାକ୍ଷୀ ଦ୍ବିବେଦୀ ମୁଁ ଅସୁମାରି ଭଲ ପାଏ, ମୁଁ ଅସୁମାରି ଦୁଃଖ ପାଏ, ବଞ୍ଚିଛି ନେଇ ଏଇ ଦୁଇ ଅନୁଭୂତି ଅସୃକଧରା ବେଦନାର ଛନ୍ଦେ ମୋ ପ୍ରେମର ବିଷର୍ଣ୍ଣ ବିସ୍ତୃତି। ଶିରେ ମଣ୍ଡିତ ମୋର, ଅଭୋଗୀ ପ୍ରଣୟର କଳିଳ ମୁକୁଟ ଶୋଭିକ ଧାରାରେ ମୋର ହୃଦୟର ପ୍ରୀତି ପରିସ୍ଫୁଟ। କରି…

କବିତା : ଆମ ରଜ

ମିନାକ୍ଷୀ ଦ୍ବିବେଦୀ  ବର୍ଷ ପରେ ବର୍ଷ ଆସିଥାଏ ରଜ ଏମିିତି ଦିଗବଳୟ ଦୋହଲାଇ ଅସରା ଅଜଣା ମେଘ ନେଇ। ଲୋକ ଲହଡିର ସମୁ୍ଦ୍ର ବେଳାରେ କିନ୍ତୁ ଶୁଭୁ ନାହିଁ ଆଉ ଗଜ ଡାକ। ଡାଳେ ଡାଳେ , ପତ୍ରେ ପତ୍ରେ କଢ ଓ ଫୁଲରେ ଝିପି ଝିପି ବର୍ଷାର ଛନ୍ଦରେ ଲୁଚି ଯାଇଛି ସୁନ୍ଦର ପୃଥିବୀର ମହକ।…

କବିତା : ଥରୁଟିଏ ତ ଖାଲି

ମିନାକ୍ଷୀ ଦ୍ବିବେଦୀ ଥରୁଟିଏ ତ ଖାଲି ଚାହିଁ ଦିଅ ଥରୁଟିଏ ତ ଖାଲି ଡାକିଦିଅ । ଦେଇଦେବି ସବୁ ଦେଇଦେବି ଯାହା ମୁଁ ଯତନେ ସାଇତି ରଖିଛି ଯୁଗ ଯୁଗ କାଳ କାଳ ଧରି ଦେଇ ଦେବି ସବୁ ସୁଗନ୍ଧ ପବନ କୁ ଫୁଲ ଦେଲା ପରି କୁଆଁରୀ ମନର ସବୁ ସ୍ବପ୍ନ, ସବୁ ଲଜ୍ଜା ଦୁଇହାତ ଟେକି ଦେଇଦେବି…