Latest Odisha News

BREAKING NEWS

Browsing Tag

Minor kidnapped

ପାରାଦୀପ ଗଣଦୁଷ୍କର୍ମ ପୀଡ଼ିତା ଗଡ଼କୁଜଙ୍ଗରୁ ଉଦ୍ଧାର

ପାରାଦୀପ: ପାରାଦୀପରେ ୧୭ ବର୍ଷୀୟା ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲା ଦୈନିକ ନୂଆ ମୋଡ଼ ନେଉଛି । ଏହି ମାମଲାରେ ଅଭିଯୁକ୍ତ ଜଣକ ଗିରଫ ପରେ ପୀଡ଼ିତା ଶନିବାର ଠାରୁ ନିଖୋଜ ଥିଲେ। ସୋମବାର ସକାଳେ ପୀଡ଼ିତାଙ୍କୁ ଗଡ଼ କୁଜଙ୍ଗରୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ,…

ନାବାଳିକା ଅପହରଣର ୧ ମାସ ପରେ ବି ପୋଲିସ ହାତ ଖାଲି; ନିରପେକ୍ଷ ତଦନ୍ତ ଦାବି କଲେ ବାପା ମା’

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଅଂଚଳରେ ଜଣେ ନାବାଳିକାଙ୍କୁ ପ୍ରାୟ ଏକ ମାସ ତଳେ ଅପହରଣ ହୋଇଥିବା ଅଭିଯୋଗ ଆସିଥିଲା। ତେବେ ଏହି ଘଟଣାର ତଦନ୍ତରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ ହୋଇଛି। ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ନାବାଳିକାର କୌଣସି ପତା ମିଳିନାହିଁ । ଫଳରେ କୌଣସି…