ପୋଦିନା ପତ୍ରର ଔଷଧୀୟ ଗୁଣ
ଭୁବନେଶ୍ବର: ପୋଦିନା ପତ୍ରକୁ ଚଟଣୀ, ସାଲାଡ. ସରବତ ରୂପେ ବ୍ୟବହାର କରୁ । ଏହା ପାଟିକୁ ଯେମିତି ଭଲ ସେମିତି ଦେହ ପାଇଁ ବି ହିତ ।
- ଏହି ପତ୍ର ମୁଣ୍ଡବିନ୍ଧା କମ୍ କରାଇଥାଏ। ଏହାର କଡ଼ା ବାସ୍ନା ମୁଣ୍ଡବିନ୍ଧାକୁ ଭଲ କରିଥାଏ ।
-ପୋଦିନା ପତ୍ର ଖାଇବା ଦ୍ବାରା ବୁଦ୍ଧି ତୀକ୍ଷ୍ଣ ହୁଏ ।…