Latest Odisha News

ପୋଦିନା ପତ୍ରର ଔଷଧୀୟ ଗୁଣ

ଭୁବନେଶ୍ବର: ପୋଦିନା ପତ୍ରକୁ ଚଟଣୀ, ସାଲାଡ. ସରବତ ରୂପେ ବ୍ୟବହାର କରୁ । ଏହା ପାଟିକୁ ଯେମିତି ଭଲ ସେମିତି ଦେହ ପାଇଁ ବି ହିତ ।

– ଏହି ପତ୍ର ମୁଣ୍ଡବିନ୍ଧା କମ୍‌ କରାଇଥାଏ। ଏହାର କଡ଼ା ବାସ୍ନା ମୁଣ୍ଡବିନ୍ଧାକୁ ଭଲ କରିଥାଏ ।

-ପୋଦିନା ପତ୍ର ଖାଇବା ଦ୍ବାରା ବୁଦ୍ଧି ତୀକ୍ଷ୍ଣ ହୁଏ ।

– ଶ୍ବାସ ରୋଗୀ ପ୍ରତିଦିନ ଖାଇଲେ ଶ୍ବାସ ରୋଗ ନିୟନ୍ତ୍ରଣରେ ରହେ ।

– ପୋଦିନା ପତ୍ର ହଜମ ଶକ୍ତି ବୃଦ୍ଧି କରାଏ । ପେଟ କାଟିବା,ପେଟ ପୋଡ଼ାଜଳା ଆଦି ସମସ୍ୟାକୁ ଦୂର କରିଥାଏ ।

– ଆପଣଙ୍କୁ ଶୀଘ୍ର ଥଣ୍ଡା କାଶ, ଜ୍ବର ହୋଉଥାଏ ତେବେ ଦୈନିକ ପୋଦିନା ପତ୍ରକୁ ଖାଦ୍ୟରେ ସାମିଲ କରନ୍ତୁ ।

– ପୋଦିନା ପତ୍ର ଚୋବାଇବା ଦ୍ବାରା ଓଜନ କମ୍ ହେବାରେ ସହାୟକ ହୋଇଥାଏ ।

Comments are closed.