[ଭିଡ଼ିଓ] ନୂଆ ଟେଷ୍ଟରେ ମିରିଣ୍ଡା ଫ୍ଲେଭର ଗୁପ୍ ଚୁପ୍
ଭୁବନେଶ୍ୱର: ରାସ୍ତା କଡ଼ରେ ମାଳ ମାଳ ଷ୍ଟ୍ରିଟ ଫୁଡ୍ । ଆଉ ଏହି ଷ୍ଟ୍ରିଟ୍ ଫୁଡ୍ ଆମ ମାନଙ୍କର ବହୁତ ପସନ୍ଦ । ଆମେ ସାଧାରଣତ ମାର୍କେଟରେ ମସଲା ଗୁପ୍ ଚୁପ୍ ଖାଇବାକୁ ବେଶ୍ ପସନ୍ଦ କରୁ। ଆଳୁ ମସଲା ସାଙ୍ଗକୁ ବିଭିନ୍ନ ଖଟା ଫ୍ଲେଭରର ଗୁପ୍ ଚୁପ୍ ପ୍ରାୟ ସମସ୍ତଙ୍କ ପସନ୍ଦ । ହେଲେ ଆଜିକାଲି…