ବିଧାୟକଙ୍କ ନାଁରେ ୨ ହଜାର ଟଙ୍କା ଜରିମାନା
ପୁରୀ : ନିଷିଦ୍ଧାଞ୍ଚଳରେ ଗାଡି ଚଲାଇବା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ପାଇଁ ପଡ଼ିଛି ମହଙ୍ଗା । ଶ୍ରୀ ମନ୍ଦିର ସମ୍ମୁଖରେ ଗାଡି ଭର୍ତି କରିଥିବାରୁ ବିଧାୟକଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।
ପୁରୀ ପୋଲିସ ବିଧାୟକଙ୍କ ଠାରୁ ଜରିମାନା ଆଦାୟ କରିଛି।ବିଧାୟକଙ୍କ…