ବିଶ୍ୱର ସର୍ବୋଚ୍ଚ ମୋବାଇଲ୍ ଏଟିସି ଟାୱାର ନିର୍ମାଣ କଲା ଭାରତୀୟ ବାୟୁସେନା
ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ମୋବାଇଲ୍ ଏଟିସି ଟାୱାର ନିର୍ମାଣ କରିଛି ଭାରତୀୟ ବାୟୁସେନା।
ଭାରତୀୟ ବାୟୁସେନା ଲଦାଖର ନିଓମାସ୍ଥିତ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡରେ ବିଶ୍ୱର ସର୍ବୋଚ୍ଚ ମୋବାଇଲ୍ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ଟାୱାର ନିର୍ମାଣ କରିଛି।
ପୂର୍ବ ଲଦାଖ ଅଞ୍ଚଳରେ…