ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ
ନୂଆଦିଲ୍ଲୀ: ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ । ଆସନ୍ତାକାଲି ୧୩ ତାରିଖ ଶନିବାର ଠାରୁ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ ଖୋଲାଯିବ । ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହି ଉଦ୍ୟାନ ଖୋଲା ରହିବ । ତେବେ କୋଭିଡ ଯୋଗୁ ବିଭିନ୍ନ ନିୟମ ରହିଛି ।…