[ଦେଖନ୍ତୁ ଭିଡିଓ] ଋଣ ଚିନ୍ତାରେ ମା’ ପୁଅ କୀଟନାଶକ ପିଇ ଆତ୍ମହତ୍ୟା
ରାୟଗଡା : ରାୟଗଡା ଜମାଦେଇ ପେଣ୍ଠ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ପରିବାରର ମା’ ପୁଅ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସକାଳେ ଘର ଲୋକ ଜାଣିବା ପରେ ଗୁରୁତର ଅବସ୍ଥାରେ ମାଆ ରଜନୀ ଗୁଡ଼ଲା (୫୫) ଓ ପୁଅ ଶ୍ୟାମ ଗୁଡ଼ଲା (୨୨) କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ…