ବିଶ୍ବ ମାତୃଦିବସ
ନିରୁପମା ପତି
"କୁପୁତ୍ରଃ ଜାୟତେ କ୍ବଚିଦପି କୁମାତା ନ ଭବତି" ଅର୍ଥାତ, ସଂସାରରେ କୁ ପୁତ୍ର ଜନ୍ମ ଲାଭ କରିପାରେ, ମାତ୍ର କେବେହେଲେ କୁମାତା କୈାଣସି ଜନ୍ମ ରେ ଜନ୍ମ ହୁଅନ୍ତି ନାହିଁ। ମାଆ ଆଦର୍ଶ ସ୍ଥାନୀୟା, ଚିର ବନ୍ଦନୀୟା ,ବିଶ୍ବ ଵନ୍ଦନୀୟା। "ନ ମାତୁଃ ପରଦୈଵତଂ"ମାଠାରୁ ଵଡ…