ସ୍ପାଇସି ମଟନ କଷା
ପ୍ରସ୍ତୁତ କରନ୍ତୁ ସ୍ପାଇସି ମଟନ କଷା। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।
ଆବଶ୍ୟକ ସାମଗ୍ରୀ:
ମଟନ – ୫୦୦ ଗ୍ରାମ
ଗୋଟା ମସଲା
ଗୁଜୁରାତି – ୩ଟି
ଡ଼ାଲଚିନି – ୨ଟି
ଲବଙ୍ଗ – ୩ଟି
ତେଜପତ୍ର – ୨ଟି
ଜାଇତ୍ରି – ୧ଟି
ହଳଦୀ ଗୁଣ୍ଡ – ୧ ଚାମଚ
ଲଙ୍କା ଗୁଣ୍ଡ – ୧…