Latest Odisha News

BREAKING NEWS

Browsing Tag

Murder Accused

ମିଛଧରା ଟେଷ୍ଟରୁ ସତ ଧରିବ ସିବିଆଇ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ ତଦନ୍ତ ଜୋରଦାର କରିଛି ସିବିଆଇ । ସବୁ ଦିଗରୁ ତଦନ୍ତ ଜାରି ରଖିଛି ଏଜେନସୀ । ସତ ଓଗାରିବା ପାଇଁ ଅଭିଯୁକ୍ତ ସଂଜୟ ରାୟର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି । ଆରଜି କର ମେଡିକାଲ କଲେଜ ଓ…

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା; ଅଭିଯୁକ୍ତଙ୍କୁ ଧରାଇ ଦେଲା ଇୟରଫୋନ

କୋଲକାତା: କୋଲକାତାରେ ମହିଳା ପିଜି ଟ୍ରେନି ଡାକ୍ତରଙ୍କୁ ଯୌନ ଉତ୍ପୀଡ଼ନ ତଥା ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ସିଲଡା କୋର୍ଟରେ ହାଜର କରାଯାଇଥିଲା, ସେମାନଙ୍କୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।…

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ ଶିବପ୍ରସାଦ ସାହୁ

କଟକ: ରହସ୍ୟ ଘେରରେ ମାହାଙ୍ଗା ଗଣହତ୍ୟା ମାମଲା । ଏକୁଟିଆ ଶିବ ୫ ଜଣଙ୍କୁ କିପରି କଲା ହତ୍ୟା, ତାହାକୁ ନେଇ ଏବେ ବି ସନ୍ଦେହ ବଢିବାରେ ଲାଗିଛି । ଏହାରି ଭିତରେ ଅଭିଯୁକ୍ତ ଶିବ ସାହୁର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ଆଜି ତାକୁ କୋର୍ଟରେ ହାଜର କରାଯିବ । ଆଗକୁ ଆବଶ୍ୟକ ପଡ଼ିଲେ…

ରାଉରକେଲା ଦିଲସାନ ଖାନ ହତ୍ୟାକାଣ୍ଡ ମାମଲାରେ ୯ ଗିରଫ

ରାଉରକେଲା: ଜୁନ ୭ ତାରିଖରେ ରାଉରକେଲା ରେଲୱେ କଲୋନୀରେ ହୋଇଥିବା ଦିଲସାନ ହତ୍ୟାକାଣ୍ଡ ମାମଲାରେ ଆଜି ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଏ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି । ରାଉରକେଲା ଏସପି ଶିବ ସୁବ୍ରମଣ୍ୟମ ଏକ ସାମ୍ବାଦିକ…

ହତ୍ୟା ଅଭିଯୁକ୍ତଙ୍କ ସହ ସେଲଫି ନେଇ ବଦଳି ହେଲେ ପୋଲିସ ବାବୁ

କୋଣାର୍କ: ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇବା ମହଙ୍ଗା ପଡିଛି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୁରୀ ଏସପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପରିକି ଏସପିଙ୍କ ନିର୍ଦ୍ଦେଶାନୁଯାୟୀ ଆଇଆଇସିଙ୍କୁ…