Latest Odisha News
Browsing Tag

Mushtaq Merchant passes away

ବଲିଉଡର ଜଣାଶୁଣା କମେଡ଼ିଆନ ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ପରଲୋକ

ମୁମ୍ବାଇ: ବଲିଉଡରେ ଶୋକର ଛାୟା । ବଲିଉଡର ଜଣେ ଜଣାଶୁଣା କଳାକାରଙ୍କ ମୃତ୍ୟୁ ଘଟିଛି । ଫଳରେ ପୁରା ବଲିଉଡ ସ୍ତବ୍ଦ ହୋଇଯାଇଛି । ଆଜି ବଲିଉଡର ବହୁ ଚର୍ଚ୍ଚିତ କମେଡିଆନ ଏବଂ ଆକ୍ଟର ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ବହୁ ଦିନ…