ମାଷ୍ଟର ବ୍ଲାଷ୍ଟର ଅଫ ସ୍ପିନ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହୁଅନ୍ତି: ମୁରଲୀଧରନ
ନୂଆଦିଲ୍ଲୀ: ବିଶ୍ୱର ସଫଳ ବୋଲର ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ ମତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଫ ସ୍ପିନ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସଚିନ ଯେଉଁ ଭଳି ଢ଼ଙ୍ଗରେ ଲେଗ ସ୍ପିନକୁ ଖେଳନ୍ତ ସେ ଭଳି ଅଫ ସ୍ପିନ ବୋଲିଂରେ ଦେଖିବାକୁ ମିଳେ ନାହିଁ । ମୋ ବ୍ୟତୀତ…