[ଦେଖନ୍ତୁ ଭିଡିଓ] ଆକାଶରୁ ଖସୁଛି ରହସ୍ୟମୟ ମେଟାଲ୍ ବଲ୍
ଗୁଜରାଟ : ଆମ ଚାରିପଟେ ପ୍ରତିଦିନ କିଛି କିଛି ଘଟଣା ଘଟିଚାଲିଛି । ବିଭିନ୍ନ ରହସ୍ୟମୟ ଆଉ ବିସ୍ମୟକର ଘଟଣା ଘଟିବା କିଛି ସାଧାରଣ ନୁହେଁ। ହେଲେ ଏମିତି କିଛି ସମୟରେ ହଠାତ୍ କିଛି ଘଟଣା ସାମନାକୁ ଆସିଯାଏ ଯାହାର ରହସ୍ୟ ଜାଣିବା ସହଜ ନୁହେଁ।
ଏମିତି ଏକ ଘଟଣା ଘଟିଛି ଗୁଜରାଟରେ । ଆକାଶରୁ…