Latest Odisha News

BREAKING NEWS

Browsing Tag

mystery

ଗୋପାଳ ଗୁଳିର ଗୁମର ଖୋଲିବ ନା ରହସ୍ୟରେ ରହିଯିବ…

ଭୁବନେଶ୍ୱର/ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡର ୩ ସପ୍ତାହ ପରେ ବି ଜଣାପଡ଼ୁନି କାହିଁକି ଗୁଳି କଲା ଗୋପାଳ ? ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ କିଛି ବି ଗୁମର ଖୋଲୁନି । ଦିନ ଗଡ଼ି ଚାଲିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ…

ବିଜେଡିର ଉପନିର୍ବାଚନ ଚିନ୍ତା, ଶ୍ରଦ୍ଧାଞ୍ଜଳି ସଭାରେ ଭୋଟ୍ ମାଗିଲେ ବିଧାୟକ

ଭୁବନେଶ୍ୱର: ଶେଷ ହୋଇନି ନବ ଦାସଙ୍କ ଦଶାହ, ଜୋର୍ ଧରିଲାଣି ଉପନିର୍ବାଚନ ଚର୍ଚ୍ଚା । ଦିବଙ୍ଗତ ବିଜେଡି ବିଧାୟକ ତଥା ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ାରେ ଉପନିର୍ବାଚନକୁ ନେଇ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଦଳ ପକ୍ଷରୁ ଶୋକସଭା ଆୟୋଜନ…

[ଦେଖନ୍ତୁ ଭିଡିଓ] ଆକାଶରେ ‘ଏଲିୟନ୍ସ’ଙ୍କ ପିଛା କରିଥିଲା ସେନାର ଯୁଦ୍ଧ ବିମାନ

ନୂଆଦିଲ୍ଲୀ: କ’ଣ ସତରେ ଦୁନିଆରେ ଏଲିୟନ୍ସ ଅଛନ୍ତି ? ଅନେକ ଏଲିୟନ୍ସଙ୍କ ଉପସ୍ଥିତି ଦାବି କରୁଥିବା ବେଳେ ଅନେକ ଏହାକୁ କାଳ୍ପନିକ କୁହନ୍ତି । କିନ୍ତୁ ଥରେ ଏଲିୟନ୍ସଙ୍କ ପିଛା କରିଥିଲା ପାଞ୍ଚ ପାଞ୍ଚୋଟି ଲଢ଼ୁଆ ଯୁଦ୍ଧ ବିମାନ । ଯଦିଓ ଉଡ଼ୁଥିବା ସେହି ଅଜଣା ବସ୍ତୁ ଗୁଡ଼ିକ କ’ଣ ଜଣାନଥିଲା…

ଦୀର୍ଘ ୫୦ ବର୍ଷ ପରେ ଖୋଲିଲା ଆମେରିକାର ଏହି ରହସ୍ୟମୟ ଚର୍ଚ୍ଚ

ଭୁବନେଶ୍ୱର: ଆମେରିକାରେ ରହିଛି ବିଶ୍ୱର ଅନ୍ୟତମ ରହସ୍ୟମୟ ଦ ମର୍ମନ୍ ଚର୍ଚ୍ଚ । ଅଜଣା କାରଣ ଯୋଗୁଁ ଏହି ମନ୍ଦିର ପ୍ରାୟ ୫୦ ବର୍ଷ ଧରି ବନ୍ଦ ପଡିଥିଲା । ହେଲେ ଶେଷରେ ଏହି ମନ୍ଦିରକୁ ସର୍ବସାଧାରଣଙ୍କ ଲାଗି ଖୋଲିବାକୁ ସରକାରୀ ନିର୍ଦ୍ଦେଶ ମିଳିଛି । ତେବେ ମର୍ମନ୍ ମନ୍ଦିରକୁ ପ୍ରବେଶ…

ବୁଲେଟ୍ ପ୍ରୁଫ, ଧିମା ଓ ଦାମୀ ମଦ; କିମ୍ ଜୋଙ୍ଗ୍ ଉନ୍‌ଙ୍କ ରହସ୍ୟମୟ ବିଳାସପୂର୍ଣ୍ଣ ଟ୍ରେନ୍ !

ଭୁବନେଶ୍ୱର: କିଛି ଦିନ ପୂର୍ବରୁ ୱନ୍‌ସାନ୍‌ରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଟ୍ରେନ୍ ଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିଥିଲା । କିମ୍‌ଙ୍କ ଉଭାନ ହେବା ଘଟଣା ଯେତିକି ରହସ୍ୟମୟ, ତାଠୁ ଅଧିକ ଆଶ୍ଚର୍ଯ୍ୟଜନକ ତାଙ୍କ ବିଳାସମୟ ଟ୍ରେନର ପ୍ରଚ୍ଛଦପଟ୍ଟ କାହାଣୀ ।…