ରିମେକ୍ ହେବ ଅମିତାଭଙ୍କ ନମକ୍ ହଲାଲ୍, ହେଲେ ଷ୍ଟାରକାଷ୍ଟ କିଏ ?
ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କ୍ଲାସିକାଲ୍ ଫିଲ୍ମଗୁଡିକର ରିମେକ ଲିଷ୍ଟରେ ପୂର୍ବରୁ ରହିଛି ଜଂଜିର, ଡନ୍ ଓ ଅଗ୍ନିପଥ । ଏହି ତିନୋଟି ଫିଲ୍ମର ରିମେକ ଭର୍ସନକୁ ଦର୍ଶକଙ୍କ ତରଫରୁ ମିଳିଥିଲା ମିଶ୍ରିତ ପ୍ରତିକ୍ରିୟା । ତେବେ ଆଗାମୀ ଦିନରେ ମେଗାଷ୍ଟାରଙ୍କର ଆଉ ଏକ କ୍ଲାସିକାଲ୍ ମୁଭି…