‘ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ୍’ ମୁକୁଟ ପିନ୍ଧିଲେ ନନ୍ଦିନୀ ଗୁପ୍ତା
ନୂଆଦିଲ୍ଲୀ : ‘ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ୍’ମୁକୁଟର ‘ଗ୍ରାଣ୍ଡ୍ ଫିନାଲେ’ରେ ନନ୍ଦିନୀ ଗୁପ୍ତା ବିଜୟିନୀ ହୋଇଛନ୍ତି । ୩୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି ରାଜସ୍ଥାନର ନନ୍ଦିନୀ ଗୁପ୍ତା।
ଶନିବାର ଦିନ ମଣିପୁରର ଇମ୍ଫାଲ୍ସ୍ଥିତ ଖୁମାନ୍ ଲମ୍ପକ୍ ଇଣ୍ଡୋର୍…