ରାଜ୍ୟରେ ଆରମ୍ଭ ହେଲା ଇଫକୋ ଦ୍ବାରା ନାନୋ ୟୁରିଆ ସାର ଯୋଗାଣ
ଭୁବନେଶ୍ବର : କୃଷକଙ୍କ ପାଇଁ ଖୁସି ଖବର । ଇଫକୋ ଦ୍ବାରା ଆରମ୍ଭ ହୋଇଛି ନାନୋ ୟୁରିଆ ସାର ଯୋଗାଣ । ଗୁଜୁରାଟର କଲ୍ଲୋଳ କାରଖାନାରୁ ଓଡ଼ିଶା ପାଇଁ ୟୁରିଆ ସାର ଯୋଗାଣ ହୋଇଛି । ସ୍ଵଦେଶୀ ଜ୍ଞାନ କୌଶଳ ଦ୍ବାରା ପ୍ରସ୍ତୁତ ଏହି ସାର ୟୁରିଆର ବିକଳ୍ପ ଭାବରେ ବ୍ୟବହାର କରାଯାଇ ପାରିବ । ଏହି…