ପରୀ ପାଇଁ ନ୍ୟାୟ ଦାବି: ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ଭେଟିଲେ ସମ୍ବିତ ପାତ୍ର
ନୂଆଦିଲ୍ଲୀ: ନୟାଗଡର ନାବାଳିକା ‘ପରୀ’କୁ ନ୍ୟାୟ ମାମଲା ଏବେ ଦିଲ୍ଲୀରେ ପହଞ୍ଚିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଆଜି ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ଭେଟି ଏସମ୍ପର୍କିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଦାବିପତ୍ରରେ ଦୁଇଟି ପ୍ରସଙ୍ଗ ଉଠାଇଛନ୍ତି । ଡକ୍ଟର…