ହରେକୃଷ୍ଣ ମହତାବ ଗ୍ରନ୍ଥାଗାରଠାରେ ଜାତୀୟ ପଠନ ମାସ କାର୍ଯ୍ୟକ୍ରମ ଉଦଯାପିତ
ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୪ ସ୍ଥିତ ହରେକୃଷ୍ଣ ମହତାବ ଗ୍ରନ୍ଥାଗାରଠାରେ ଜାତୀୟ ପଠନ ମାସ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଜାତୀୟ ପାଠାଗାର ଆନ୍ଦୋଳନର ପୁରୋଧା ତଥା କେରଳ ରାଜ୍ୟ ପାଠାଗାର ଆନ୍ଦୋଳନର ଜନକ ପିଏନ ପାନିକରଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଜାତୀୟ ପଠନ ମାସ ରୂପେ ପାଳନ…