ଫେବୃଆରୀ ୨୮: ଜାଣନ୍ତୁ, ଆଜିର ଦିନରେ କାହିଁକି ପାଳିତ ହୁଏ ‘ଜାତୀୟ ବିଜ୍ଞାନ ଦିବସ’
ଭୁବନେଶ୍ୱର: ସାରା ଦେଶରେ ଫେବୃଆରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଇଆସୁଅଛି । ଆଜିର ଦିନରେ ହିଁ ଦେଶର ମହାନ୍ ବେଜ୍ଞାନିକ ସିଭି ରମଣ ‘ରମଣ ପ୍ରଭାବ’ ଅବା ‘ରମଣ ରଶ୍ମି’ର ଆବିଷ୍କାର କରିଥିଲେ ।
ଏହି ଆବିଷ୍କାର ଲାଗି ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ…