ଦେଶବାସୀଙ୍କୁ ମୋଦୀଙ୍କ ଆଉ ଏକ ଉପହାର; ଆଜି କୋଚିରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଦ୍ଘାଟନ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚିରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଦ୍ଘାଟନ କରିବେ। ଏହା ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ମୋଦୀଙ୍କ ଆଉ ଏକ ଉପହାର ହେବ। ଏହି ସମଗ୍ର ପାଇପଲାଇନର ଲମ୍ବ ପ୍ରାୟ ୪୫୦ କିଲୋମିଟର। ଯାହା ସିଧାସଳଖ ଭାବେ ଅନେକ…