ନବୋଦୟ ଛାତ୍ର ମୃତ୍ୟୁ ଘଟଣା, ୧୧ ବର୍ଷ ପରେ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ୨୦୧୧ ନଭେମ୍ବର ୩ ତାରିଖ । ପୁରୀ ନବୋଦୟ ବିଦ୍ୟାଳୟ କ୍ୟାମ୍ପସ ଭିତରେ କ୍ରିକେଟ୍ ଖେଳିବା ବେଳେ ଆହତ ହୋଇଥିଲେ ଦ୍ୱାଦଶ ଶ୍ରେଣୀ ଛାତ୍ର ଜୟରାମ ଜେନା । ଜଣେ ଖେଳାଳିଙ୍କ ହାତରୁ ବ୍ୟାଟ୍ ଖସିଯାଇ ଜୟରାମଙ୍କ ମୁହଁରେ ବାଜିଥିଲା । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ…