ନୟାଗଡ: ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା
ନୟାଗଡ : ନୟାଗଡ ଜିଲ୍ଲା କନଡି ଗ୍ରାମରେ ଜଣେ ଗର୍ଭବତୀ ମହିଳା ଆମ୍ବୁଲାନ୍ସରେ ପ୍ରସବ କରିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରେ ଉଭୟ ମା’ ଓ ନବଜାତକକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା କନଡି ଗ୍ରାମରେ ଜଣେ ଜଣେ ପ୍ରସୂତି ମହିଳାଙ୍କୁ ଗର୍ଭ…