ଏନସିପି ନେତା ଶରଦ ପାଓ୍ବାର ଅସୁସ୍ଥ, ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ : ଏନସିପି ନେତା ଶରଦ ପାଓ୍ବାର ଅସୁସ୍ଥ । ପେଟେରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ମୁମ୍ବାଇର ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ନଓ୍ବାବ ମଲ୍ଲିକ ।
ଆଜି ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଶରଦ ପାଓ୍ବାରଙ୍କୁ ଡାକ୍ତରଖାନାରେ…