ଆମେରିକୀୟ ପତ୍ରିକାରେ ନୀରଜ ନଂ୧
ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ କ୍ରୀଡ଼ା ପତ୍ରିକା ଟ୍ରାକ ଆଣ୍ଡ ଫିଲ୍ଡ ଦ୍ୱାରା ଭାରତର ଷ୍ଟାର ଯୁବ ଖେଳାଳି ନୀରଜ ଚୋପ୍ରାଙ୍କୁ ୨୦୨୪ବର୍ଷର ଶ୍ରେଷ୍ଠ ଜାଭେଲିନ୍ ଥ୍ରୋୟର ଭାବେ ମନୋନୀତ କରାଯାଇଛି । ଗତ ବର୍ଷ ଅଲିମ୍ପିକ୍ ରେ ପାକିସ୍ତାନର ଅର୍ଶଦ ନଦିମଙ୍କ ପଛରେ ରହି ଦ୍ୱିତୀୟ ସ୍ଥାନ…