ନେଗେଟିଭ୍, ପଜିଟିଭ୍ର ପ୍ରସଙ୍ଗ
ବହୁ ଆଗରୁ ଶୁଣି ଆସୁଥିଲେ ନେଗେଟିଭ୍ ଚିନ୍ତା ଜୀବନଚର୍ଯ୍ୟାରେ ବହୁତ ବିପଦ ଆଉ ଅସୁବିଧା ଡାକି ଆଣୁଥିଲା ଆଉ ଏହା ମଧ୍ୟ ସତ ଥିଲା । କଥା କଥାରେ ଆମ ସମସ୍ତେ ସକାରାତ୍ମକ ଚିନ୍ତାଧାରାରେ ଜୀବନ ଅତିବାହିତ କଲେ ପଥସୁଗମ ଆଉ ସୁନ୍ଦର ହେବ ବୋଲି ବିଶ୍ୱାସକୁ ଦୃଢ଼ୀଭୂତ କରିଛେ । କିନ୍ତୁ ଆଜିକା…