ପାକିସ୍ତାନରେ ମଲା ଦାଉଦ୍ ଇବ୍ରାହିମ୍ର ପୁତୁରା
ଭୁବନେଶ୍ୱର: ଆତଙ୍କବାଦର ଉତ୍ସ ତଥା ପଳାତକ ଗ୍ୟାଙ୍ଗଷ୍ଟର୍ ଦାଉଦ୍ ଇବ୍ରାହିମ୍ର ପୁତୁରା ପାକିସ୍ତାନର କରାଚି ସହରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ୍ୟୁ ପୂର୍ବରୁ ଦାଉଦର ପୁତୁରା ସିରାଜ କାସ୍କର ଗୋଟିଏ ସପ୍ତାହ ପାଇଁ କରାଚି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ହେଲେ ଡାକ୍ତରୀ ଦଳର…