ଶ୍ରୀନଗର ପୋଲିସ ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଭୁବନେଶ୍ୱର: ଆତଙ୍କବାଦୀଙ୍କ କାଳ ସାଜିଛି ଶ୍ରୀନଗର ପୋଲିସ । ଆଜି ହରୱାନ୍ ଅଂଚଳରେ ପୋଲିସ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୋଏବାର ଜଣେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଥିବା ସୂଚନା ମିଳିଛି ।
ନିହତ ଆତଙ୍କବାଦୀ ଜଣକ କୁଖ୍ୟାତ ତଥା…