Latest Odisha News

BREAKING NEWS

Browsing Tag

New Farm Bill

ପୁଣି ଚାଷୀ-ସରକାର ଆଲୋଚନା ନିଷ୍ଫଳ, ୮ରେ ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ: ଆଲୋଚନା ପରେ ଆଲୋଚନା। ଫଳ କିନ୍ତୁ ଶୂନ। ଚାଷୀ ଆନ୍ଦୋଳନରୁ ବାହାରି ପାରୁନି ସମାଧାନର ବାଟ। ଚାଷୀଙ୍କ ଦାବିକୁ ନେଇ ସହମତି ହୋଇପାରୁନାହିଁ। ଆଜି ମଧ୍ୟ ଚାଷୀ- କେନ୍ଦ୍ର ସରକାରଙ୍କ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ଆସନ୍ତା ୮ତାରିଖରେ ପରବର୍ତ୍ତୀ ବୈଠକ ବସିବ।…

ଚାଷୀଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନିଜ ଜିଦରେ ଅଟଳ ଅଛନ୍ତି କୃଷକ ସଂଗଠନ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତଥାପି ସରକାର ବିକଳ୍ପ ରାସ୍ତା ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ଆନ୍ଦୋଳନରୁ ଓହରିବାକୁ ଚାଷୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ସୁପ୍ରିମକୋର୍ଟରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ନୂଆ କୃଷି ଆଇନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଚଳାଇଥିବା ଆନ୍ଦୋଳ ୧୬ ଦିନରେ ପହଞ୍ଚିଛି । ସରକାର ଦାବି ପୂରଣ ନକରିବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି କୃଷ୍କ ସଂଗଠନ । ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏବେ…