Latest Odisha News

BREAKING NEWS

Browsing Tag

New Labour Code

ଏପ୍ରିଲ୍ ୧ରୁ ନୂଆ ଲେବର କୋଡ୍ ଲାଗୁ ହେବା ସମ୍ଭାବନା, କମିପାରେ ଟେକ୍ ହୋମ୍ ସାଲେରୀ

ନୂଆଦିଲ୍ଲୀ: ସଂସଦରେ ପାରିତ ୪ଗୋଟି ଶ୍ରମ୍ ଆଇନ୍ ଏପ୍ରିଲ ୧ ତାରିଖରୁ ଦେଶରେ ଲାଗୁ ହୋଇପାରେ । ଏଥିପାଇଁ ୪ଗୋଟି ଶ୍ରମ୍ ଆଇନ୍ ସହ ଜଡ଼ିତ ନିୟମକୁ ଅନ୍ତିମ ରୂପ ଦିଆଯାଉଛି । ଶ୍ରମ ମନ୍ତ୍ରଣାଳୟ ଅନୁସାରେ, ଆଗାମୀ କିଛିଦିନ ମଧ୍ୟରେ ସୂଚିତ କରାଯିବ । ଏହି ଆଇନରେ କର୍ମଚାରୀମାନଙ୍କୁ ମିଳୁଥିବା…

ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌, ପ୍ରତି ସପ୍ତାହରେ କର୍ମଚାରୀଙ୍କୁ ମିଳିପାରେ ୩ ଦିନର ଛୁଟି

ନୂଆଦିଲ୍ଲୀ : ଆସନ୍ତା ସମୟ କର୍ମଚାରୀଙ୍କ ଜୀବନରେ ଆହୁରି ଖୁସି ଭରିପାରେ । ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌ । ଏହି ଅନୁସାରେ ପ୍ରତି କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ଆଉ ଗୋଟିଏ ଦିନ ନୁହେଁ ୩ ଦିନର ଅଫ୍‌ ମିଳିପାରେ । ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ୪ଟି ନୂଆ ଲେବର କୋଡ୍‌କୁ…