Latest Odisha News
Browsing Tag

New York

ଓଡ଼ିଶାରେ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ଅନଲାଇନ ଆଲୋଚନାଚକ୍ର

ନ୍ୟୁୟର୍କ : ଭାରତୀୟ କନସୁଲେଟ , ମିଲନ ସାଂସ୍କୃତିକ ସଂଘ ଓ ନିଉଇଂଲଣ୍ଡ ଓଡ଼ିଶା ସମାଜର ମିଳିତ ଆନୁକୂଲ୍ୟରେ 'ବ୍ୟବସାୟ ପାଇଁ ଓଡ଼ିଶାରେ ମହଜୁଦ ଆକର୍ଷକ ସୁଯୋଗ ଓ ପ୍ରୋତ୍ସାହନକୁ ପରଖିବା' ବିଷୟବସ୍ତୁ ଶୀର୍ଷକ ଏକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଉପଲବ୍ଧ ଖଣିଜ…

ସ୍ୱାଧୀନତା ଦିବସରେ ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା

ନ୍ୟୁୟର୍କ: ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ଉଡ଼ିବ ଭାରତର ଜାତୀୟ ପତାକା । ପ୍ରଥମ ଥର ପାଇଁ ନ୍ୟୁୟର୍କ ସହରର ଏହି ବିଶେଷ ସ୍ଥାନରେ ଫର ଫର ହୋଇ ଉଡ଼ିବ ତ୍ରିରଙ୍ଗା । ଆମେରିକାର ଗୋଟିଏ ଗ୍ରୁପ ତ୍ରିରଙ୍ଗା ଉଡ଼ାଇବା ନେଇ ଘୋଷଣା କରିଛି । ତିନିଟି…

‘ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ’ ପାଇଲେ ଓଡିଆ ପୁଅ ଶ୍ରୀତମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରମପୁର ଗ୍ରାମର ମୂଳ ବାସିନ୍ଦା ଶ୍ରୀତମ କୁମାର ସେଠୀ ଫଟୋଗ୍ରାଫିରେ ଅନ୍ତର୍ଜାତୀୟ ପୁରସ୍କାର ଜିତିଛନ୍ତି । ନିକଟରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଇଭେଣ୍ଟ ଫଟୋଗ୍ରାଫର ଅଫ୍ ଦ ଇୟର’ରେ ସେ ସମ୍ମାନିତ ହୋଇଛନ୍ତି । ଏଥିସହିତ ପୁରସ୍କାର ରାଶି…