Latest Odisha News

BREAKING NEWS

Browsing Tag

Nilagiri Jail

ନୀଳଗିରି ଜେଲରେ ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଜେଲରେ ବୁଧବାର ସକାଳେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପାଗୁଲୁ ଖଣ୍ଡେଇ ଏବଂ ତା’ ଘର ନୀଳଗିରି ଅଞ୍ଚଳର ନୂଆସାହି ବୋଲି ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ ପାଗୁଲୁ ଅବକାରୀ ମାମଲାରେ ଗିରଫ ହୋଇଥିଲା ।…