[ଭିଡିଓ] ଅବିଶ୍ୱାସ ଲାଗୁଥିଲେ ବି ସତ, ନୁଡୁଲ୍ସରେ କେମିତି ହେଲା ସ୍ୱେଟର୍ ବୁଣା ?
ଭୁବନେଶ୍ୱର: ଇଣ୍ଟରନେଟ୍ରେ ଭର୍ଚୁଆଲ୍ ଦୁନିଆରେ ପ୍ରତିଦିନ ଭଳିକିଭଳି ଅତିରଂଜିତ ଭିଡିଓ ଦେଖିବାକୁ ମିଳେ । କମେଡି ହେଉ ଅବା ପ୍ରେରଣାଦାୟୀ ଭିଡିଓ । ଏମିତି ଅନେକ ଘଟଣାବଳୀ ସାମ୍ନାକୁ ଆସେ, ଯାହାକୁ ଦେଖିବା ପରେ ତାଜୁବ ହେବା କିଛି ନୂଆ କଥା ନୁହେଁ ।
Person knits noodles, makes…