ଚିନ୍ତା ବଢାଇଲାଣି ନୋରୋ ଭାଇରସ୍; କେରଳରେ ୧୩ଟି ମାମଲା ଚିହ୍ନଟ
ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ନୋରୋ ଭାଇରସ୍। ୱାୟାନାଡ ଜିଲ୍ଲାରେ ନୋରୋଭାଇରସ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କେରଳ ସରକାର ଆହୁରି ସଜାଗ ହୋଇଛନ୍ତି। ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କଠାରେ ବାନ୍ତି ଏବଂ ଝାଡା ଭଳି ଲକ୍ଷଣ ଦେଖାଯାଉଥିବା ରିପୋର୍ଟ ମିଳିଛି। ଏଥିପ୍ରତି…