ଖାଦ୍ୟ ଅଭାବ, କମ୍ ଖାଅ; କିମ୍
ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ ଖାଦ୍ୟ ସଙ୍କଟ ମଧ୍ୟରେ ଲୋକଙ୍କୁ କମ୍ ଖାଇବାକୁ କହିଛନ୍ତି। ଏହି ଖାଦ୍ୟ ଜରୁରୀକାଳୀନ ପରିସ୍ଥିତି ୨୦୨୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି।
ଖାଦ୍ୟ ଯୋଗାଣର ଅଭାବ ପାଇଁ କିମ୍ ଏକ '' ସିରିଜ୍ ଅଫ୍ ଡେଭିଏସନ୍ ''କୁ…