Latest Odisha News

BREAKING NEWS

Browsing Tag

Noted writer

ଅନୁଭୂତି ଯେତେ ସାନ୍ଦ୍ର ହୁଏ ଲେଖା ସେତେ ଶାଣିତ ହୁଏ: ଲକ୍ଷ୍ମୀ ଚାନ୍ଦ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ଲକ୍ଷ୍ମୀ ଚାନ୍ଦ। ଭାବ ଭାଷା ଓ ଚରିତ୍ର ର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ର ମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଂଚାରି ଆଣି ତାକୁ ନେଇ ସୃଷ୍ଟି କରନ୍ତି ଗଳ୍ପ ଓ ଉପନ୍ୟାସ।…

ଅନୁଭୂତିର କଳାତ୍ମକ ପ୍ରକାଶ ହିଁ ସାହିତ୍ୟ: ରବି ପଣ୍ଡା

ସମକାଳୀନ ଓଡିଆ କଥା ସାହିତ୍ୟ ଜଗତରେ ଗାଳ୍ପିକ ରବି ପଣ୍ଡା ଜଣେ ସଫଳ ରୂପକାର। କାହାଣୀ ଓ ପରିକଳ୍ପନା ଓ ଚରିତ୍ରାୟନର ଚମତ୍କାରିତା ତାଙ୍କ ଗଳ୍ପର ନିଆରାପଣ। ତାଙ୍କ ଗଳ୍ପଗୁଡ଼ିକର ପାଠକୀୟ ଆବେଦନ ଅନନ୍ୟ। ଓଡ଼ିଆ ଗଳ୍ପରେ ଜୀବନ ଓ ସମ୍ପର୍କର ବିପର୍ଯ୍ୟୟକୁ ନେଇ ଅନେକ ଗପ ଲେଖାଯାଇଥିଲେ ହେଁ…

ବିଶିଷ୍ଟ ଲେଖକ ତଥା ଶିକ୍ଷାବିତ୍ ଡକ୍ଟର ରତ୍ନାକର ଚଇନିଙ୍କ ପରଲୋକ

କଟକ : ବିଶିଷ୍ଟ ଲେଖକ, ନାଟ୍ୟକାର ତଥା ଶିକ୍ଷାବିତ୍ ଡକ୍ଟର ରତ୍ନାକର ଚଇନି ଆଜି କଟକ ବାଦାମବାଡି ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଗତ ଦୁଇବର୍ଷ ହେଲା ସେ ଅସୁସ୍ଥ ଥିଲେ । ସାହିତ୍ୟ କ୍ଷେତ୍ରରେ ତାଙ୍କର କୃତିତ୍ୱ ପାଇଁ…