Latest Odisha News
Browsing Tag

Odia poem Manoj Rath

କବିତା : ଅଦୃଶ୍ୟ

ମନୋଜ ରଥ  ନା ମୁଁ ନିଷ୍ପେଷିତରେ ଯାଏଁ ନା ସ୍ଖଳିତରେ l ମୋ ହକ୍ ପାଇଁ କେବେ ହେଇ ନାଇଁ କଉଠି ଯୁଦ୍ଧ କି ମତେ ଖତମ୍ କରିବାକୁ କେବେ ବାଜି ନାହିଁ ରଣବାଦ୍ୟ l ନା ମୁଁ ଯୁଦ୍ଧର ଅଭିପ୍ରାୟ ସ୍ଥାପିତ ଧର୍ମ କି ପ୍ରତିଷ୍ଠିତ ନ୍ୟାୟ ନା ଯୁଦ୍ଧର କୌଣସି ଏକ ଠୋସ୍ କାରଣ ଛ' ଶ୍ରେଣୀର ଖାସ୍…