Latest Odisha News
Browsing Tag

Odisha Coast

ବାତ୍ୟା ‘ଦାନା’ ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ବାତ୍ୟା 'ଦାନା' ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନଜରରେ ରଖି ଅଧିକାରୀମାନେ ୩ ଦିନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଲାଗି ନିଷ୍ପତ୍ତି ନେଇଛନ୍ତି। ଅଧିକାରୀଙ୍କ ସୂଚନା…

ଭାରତର ବ୍ରହ୍ମାସ୍ତ୍ର ଅଗ୍ନି-୫, ସଫଳ ହେଲା ରାତି ପରୀକ୍ଷଣ

ଭଦ୍ରକ: ଭାରତର ସବୁଠୁ ବଡ଼ ଶକ୍ତିଶାଳୀ ମିସାଇଲ୍ ଅଗ୍ନି-୫ର ପରୀକ୍ଷଣ ସଫଳ ହୋଇଛି । ଅବ୍ଦୁଲ କାଲାମ ଦ୍ୱୀପରୁ ରାତିରେ ହୋଇଥିବା ପରୀକ୍ଷଣରେ ପ୍ରଥମ ଥର ପାଇଁ ମିସାଇଲକୁ ତାର ସମ୍ପୂର୍ଣ୍ଣ କ୍ଷମତାରେ ଉତକ୍ଷେପଣ କରାଯାଇଛି । ଅର୍ଥାତ୍ ଅଗ୍ନି-୫ ତାର ଟାର୍ଗେଟକୁ ୫୫୦୦ କିଲୋମିଟର ଦୂର ଯାଇ ଧ୍ୱଂସ…