Latest Odisha News
Browsing Tag

Odisha Covid Death

କରୋନାରେ ଗଲା ଆଉ ୬ ଜୀବନ, ମୃତ୍ୟୁସଂଖ୍ୟା ୧୧୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବଢ଼ି ଚାଲିଛି । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଯାଇଛି ଆଉ ୬ ଆକ୍ରାନ୍ତଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି । ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୫ ଜଣ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ…

କନ୍ଧମାଳ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା, ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫ ମୃତ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ପଜିଟିଭ କେସ୍ ହଜାରେ ପାର୍ କରିଥିବା ବେଳେ ଆଉ ୫ ଜଣଙ୍କର ପ୍ରାଣ ନେଇଛି ମାରାତ୍ମକ ଭାଇରସ୍ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି ।…

ରାଜ୍ୟରେ ସେଞ୍ଚୁରୀ ମାରିଲା କରୋନା ମୃତ୍ୟୁ ସଂଖ୍ୟା, ଆଜି ଆଉ ୬ ମୃତ

ଭୁବନେଶ୍ୱର: ରାଜ୍ୟରେ ଶହେ ପାର କରିଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ଆଉ ୬ ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ମୃତକଙ୍କ ଭିତରେ ଅଛନ୍ତି କେନ୍ଦ୍ରାପଡ଼ା, କଟକ, ଗଜପତି. ଜଗତସିଂହପୁର, ରାୟଗଡ଼ା ଓ ଖୋର୍ଦ୍ଧା…