Latest Odisha News

BREAKING NEWS

Browsing Tag

Odisha Cricket Association

OCA କୋଚ୍ ତାଲିକା: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ନିଯୁକ୍ତି

କଟକ: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ବିଭିନ୍ନ ଦଳର ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଘୋଷଣା ହୋଇଛି ସେମାନଙ୍କ ତାଲିକା । ବିଭିନ୍ନ ବର୍ଗରେ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍ ନାଁ ଘୋଷଣା ହୋଇଛି ।  ମୁଖ୍ୟ କୋଚ୍ ଓ୍ୱାସିମ୍…

IPL ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ କଲା OCA

କଟକ: ଓଡ଼ିଶା ପ୍ରିମିୟର ଲିଗ୍ ବା IPL ପାଇଁ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ । BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ (OCA) । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତାରିଣୀ ସ । ଏନେଇ…

ଆସନ୍ତା ୧୫ ତାରିଖରୁ OCA ଆୟୋଜନ କରିବ ମହିଳା କ୍ରିକେଟ ଲିଗ୍‌

ଭୁବନେଶ୍ୱର: ମହିଳା କ୍ରିକେଟ ଲିଗର ଆୟୋଜନ କରିବ ଓଡ଼ିଶା କ୍ରିକେଟ ଆସୋସିଏସ୍- ଓସିଏ । ୯୦ ଖେଳାଳିଙ୍କୁ ନେଇ ଗଠନ କରାଯାଇଛି ୬ଟି ଟିମ୍ । ଓଡ଼ିଶା ଜୁନିୟର ଓ ସିନିୟର କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରୁଥିବା ୫୪ ଜଣ ଖେଳାଳିଙ୍କ ସମେତ ପ୍ରତିଭା ଅନ୍ୱେଷଣ ମାଧ୍ୟମରେ ୩୬ ନୂଆ ଖେଳାଳିଙ୍କୁ ଚୟନ…

ଆଜିଠୁ ବାରବାଟୀରେ OCL ଟି-ଟ୍ୱେଣ୍ଟି: ମୁହାଁମୁହିଁ ହେବେ ୬ଟି ଟିମ୍

କଟକ: ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହେଉଛି । ପ୍ରତିଯୋଗିତାରେ ଖେଳିବେ ମୋଟ ୬ ଦଳ । ଓଡ଼ିଶା ଲାୟନ୍‌ସ, ଓଡ଼ିଶା ଟାଇଗର୍ସ ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା…